ଆସନ୍ତା କାଲି ମୋହନାରେ ଦୁଇଟି ସ୍ଥାନରେ ଟୀକା ପ୍ରଦାନ କରାଯିବ

Spread the love


ର।,ଉଦୟଗିରି(ଜେଏମଜେ ନ୍ୟୁଜ/ମନୋଜ ପାଢା)-:ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଅଂଚଳର ଲୋକଙ୍କ ଭିଡ଼କୁ ଦେଖି ମୋହନା ଗୋଷ୍ଟିଉନ୍ନୟନ ଅଧିକାରୀ ଏବଂ ଚିକିତ୍ସା ଅଧିକାରୀ ମିଳିତ ଆଲୋଚନା କରି ଜିଲାପାଳଙ୍କ ଅନୁମତି ପ୍ରକାରେ ଆସନ୍ତା କାଲି ଅଠର ବର୍ଷରୁ ଚୌରାଲସି ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏବଂ45 ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଟୀକା ପ୍ରଦାନ କରାଯିବ ବୋଲି ଆଜି ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ସ୍ୱାର୍ଥକ ସୌରଭ ମହାପାତ୍ର ଘୋଷଣା କରିଥିବା ବେଳେ 45 ବର୍ଷରୁ ଉର୍ଦ୍ଧ୍ବ ଯେଉଁ ମାନଙ୍କର ପ୍ରଥମ ଟୀକା ନେବାର 84 dinaru ଅଧିକା ହୋଇଥିବ ସେହି ମନେ ମଧ୍ୟ ଦ୍ୱିତୀୟ ଡୋଯ ଟୀକା ନେଇ ପାରିବେ ବୋଲି ଜଣାପଡିଛି।ଏହା ସହ 18 ବର୍ଷରୁ 44 ବର୍ଷ ପର୍ଯ୍ୟନ୍ତ ଯୁବକ ଯୁବତୀ ମାନେ online ଏବଂ offline ମାଧ୍ୟମରେ ନେଇପାରିବେ ବୋଲି ଜଣାପଡ଼ିଥିଲେ ମଧ୍ୟ ଟୀକା କେବଳ ଗଛିତ ଥିବା ପର୍ଯ୍ୟନ୍ତ ଦିଆଯିବ ବୋଲି ଜଣାପଡିଛି ଏହାପୁଣି ଯେଉଁମାନେ ଟିକଟ କରିଥିବା କ୍ରମାନୟରେ ଦିଆଯିବ।



Source link

Leave a Reply

Your email address will not be published. Required fields are marked *