ଟେମ୍ପୁ ଦୁର୍ଘଟଣାରେ ଜଣେ ମୃତ ୫ ଆହତ – JMJ NEWS

Spread the love


ରା,ଉଦୟଗିରି:(ଜେଏମଜେ ନ୍ୟୁଜ/ମନୋଜ ପାଢ଼ୀ): ଆଜି ୧୨.୩୦ ସମୟରେ ଏକ ଟେମ୍ପୁରେ କୁରୁମ ରୁ ୭ ଜଣ ଯାତ୍ରୀଧରି ଛେଳିଗଡ ଯାଉଥିବା ସମୟରେ ରାମଗିରି ନିକଟସ୍ଥ ଦୁଧୁମାଠିଆ ଟେମ୍ପୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଟେମ୍ପୁ ଥିବା ଯାତ୍ରୀ ରା,ଉଦୟଗିରି ବ୍ଲକ ବସ୍ତିରିଗୁଡା ଗ୍ରାମର ଗଣେଶ ଘଟଣାସ୍ଥରେ ମୃତ୍ୟୁ ଡ୍ରାଇଭର ସହ ଯାତ୍ରୀ ୫ ଜଣ ଆହତ ହୋଇଥି୍ଲେ । ଏହା ସ୍ଥାନୀୟ ଲୋକେ ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଆଣିଥିଲେ । ଏହି ଦୁର୍ଘଟଣା ଖବରପାଇ ଘଟଣାସ୍ଥଳରେ ମୃତଦେହ ଜବତ କରିଥିଲେ । ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରି ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଯାଇଥିବା ରାମଗିରି ପୁଲିସ କହିଛନ୍ତି । ଏନେଇ ରାମଗିରି ଥାନାରେ ୩୨୨୦ ମାମଲା ରୁଜୁକରି ମୃତଦେହକୁ ବ୍ୟବଛଦ ପାରଳାଖେମଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ପଠାଯିବା ସହ ଟେମ୍ପୁ ଚାଳକ ଗିରଫ କରାଯାଇ ଗତକାଲି କୋର୍ଟ ଚାଳଣ କରାଯିବ ବୋଲି ରାମଗିରି ଥାନା ଅଧିକାରୀ କହିଛନ୍ତି ।



Source link

Leave a Reply

Your email address will not be published. Required fields are marked *