Sunday, September 26, 2021
HomeGanjamଅର୍ଥନୈତିକ ଅବରୋଧ ହଟାଇବା ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ – JMJ NEWS

ଅର୍ଥନୈତିକ ଅବରୋଧ ହଟାଇବା ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ – JMJ NEWS


ରା,ଉଦୟଗିରି-(ଜେଏମଜେ ନ୍ୟୁଜ/ମନୋଜ ପାଢ଼ୀ): ଗଜପତି ଜିଲ୍ଲା ସଦରମକୁମା ପାରଳାଖେମଣ୍ଡି ସ୍ଥିତ କଲେଜ ଛକ ନିକଟରେ ସମାଜବାଦୀ କ୍ୟୁବା ବିରୋଧରେ ସାମ୍ରାଜ୍ୟବାଦୀ ଆମେରିକର ଚକ୍ରାନ୍ତକୁ ପଣ୍ଡ କରିବା ସହ କ୍ୟୁବା ଉପରୁ ଆମେରିକାର ଅର୍ଥନୈତିକ ଅବରୋଧକୁ ହଟାଇଦେବା ନିମନ୍ତେ ଗଜପତି ଜିଲ୍ଲା ସିପିଆଇ ଓ ସିପିଆଇ(ଏମ) ପକ୍ଷରୁ ଜିଲ୍ଲା ସଦରମହକୁମା ପାରଳାଖେମଣ୍ଡି ଓ କାଶିନଗର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରତିବାଦ ସଭା କରାଯାଇଛି ଏହି ଅବସରରେ ସୋମବାର ଦେଶ ବ୍ୟାପୀ ବ୍ୟହା ଦୁନିତି ଅଭିଯାନରେ ସାମିଲ ହେବା ପାଇଁ ରାଜ୍ୟ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦିଆଯାଇଥିବା ଆହ୍ନନ କ୍ରମେ ସୋମବାର ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ଏହାର ପ୍ରଭାବରେ ଶକ୍ତି ପ୍ରଦର୍ଶନ କରିଥାନ୍ତି । ବାମପନ୍ଥୀ ଦଳ ତରଫରୁ ଆମେରୀକା ସ୍କୋଗାନ ଦିଆଯାଇ ଆର୍ଥକ ଅବରୋଧକୁ ବିରୋଧ କରାଯାଇ ପାରଳାଖେମଣ୍ଡି ଠାରେ କଲେଜ ଛକ ଠାରେ ପ୍ରତିବାଦ ସଭା କରାଯାଇଛି । ଏଥିରେ ସିପିଆଇ(ଏମ) ର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ, ସିପିଆଇର ଜିଲ୍ଲା ସମ୍ପାଦକ ଜେନା ସବାଷ ଚନ୍ଦ୍ର ରାଓ , ବାମପନ୍ଥୀ ନେତା ଏମ୍ ବାଙ୍ଗାରି, କେ ମୀନାରାଓ ,ସୀମେନ୍ଦ୍ର ଶବର ପ୍ରମୁଖଙ୍କ ସହ କେତେକ ବାମପନ୍ଥୀ ଜେତା ଓ କର୍ମୀଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥି୍ଲା ।



Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments