Sunday, September 26, 2021
HomeGanjamକୋର୍ଟ ଚାଲାଣ – JMJ NEWS

କୋର୍ଟ ଚାଲାଣ – JMJ NEWS


ବାଲିଗୁଡା,୨୭/୦୭.(ଜେଏମଜେ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମପଡ଼ା ଠାରେ ବାଲିଗୁଡା ପୋଲିସ ତରଫରୁ ଥାନା ଡିଏସପି ସ୍ବରାଜ ଦେବତା ଙ୍କ ସହ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ହୁଣ୍ଡାଇ ଭେରେନା ଗାଡ଼ି ନମ୍ୱର ଓଆର- ୦୨-ବିଏକ୍ସ- ୮୭୭୩ ଯାଞ୍ଚ କରିବା ସମୟରେ ଗାଡ଼ିରୁ ୧୧୦ କ୍ଵିଇଣ୍ଟାଲ ୬୦୦ଗ୍ରାମ ବେଆଇନ ଗଞ୍ଜେଇ ବାହାରିଥିଲା । ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତର ନାମ ପ୍ରଶାନ୍ତ ଦିଗାଲ(୩୫)ତାଙ୍କ ଘର କ.ନୂଆଗାଁ ବୋଲି ଜଣାପଡିଛି l ଏ ନେଇ ଏକ ମାମଲା ନଂ ୧୨୪/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଡିଏସପି ଶ୍ରୀ ଦେବତା ସୂଚନା ଦେଇଛନ୍ତି ।



Source link

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments